Day: March 15, 2024

ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା :ପରିବର୍ତନ ଓ ପ୍ରଗତିର ସନ୍ଦେଶ, କେବଳ କଂଗ୍ରେସ

ଭୁବନେଶ୍ୱର, ୧୫ ମାର୍ଚ୍ଚ - ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଶୁକ୍ରବାର କଂଗ୍ରେସ...