Day: March 2, 2024

୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ

୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଭୁବନେଶ୍ୱର, 2 ମାର୍ଚ୍ଚ  - ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି...

ପୁଣି ଆରମ୍ଭ ହେଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ଧୋଲପୁରରେ କଲେ ରୋଡ଼ ଶୋ

ଧୋଲପୁର, ୦୨ ମାର୍ଚ୍ଚ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଶନିବାର ଦିନ ଧୋଲପୁରରୁ ପୁଣି ଆରମ୍ଭ ହୋଇଛି । ପାଂଚଦିନ...

ତୁମୁଡିବନ୍ଧ ଡଙ୍ଗରପଦର ଠାରେ ଜଳସେଚନ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ, ୦୨ ମାର୍ଚ୍ଚ – ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଡଙ୍ଗରପଦର ଠାରେ ଲାଲିଆଚାଞ୍ଝଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର...

୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତିପ୍ରସ୍ତର ଦେଲେ ଭୁବନେଶ୍ୱର, 2 ମାର୍ଚ୍ଚ - ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛି ଆଉ...

ସମ୍ବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ବଲପୁର, ୨ ମାର୍ଚ୍ଚ - ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗସ୍ତର ଅନ୍ତିମ ଦିବସରେ ସମ୍ବଲପୁରରେ ପହଂଚିଛନ୍ତି ।...

ଏନଏସି ଘୋଷଣା ଦାବିରେ 12 ଘଣ୍ଟିଆ ସିନ୍ଧେକେଲା ବନ୍ଦ

ଭୁବନେଶ୍ୱର/କଣ୍ଟାବାଞ୍ଜି, 2 ମାର୍ଚ୍ଚ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାକୁ ଏନଏସି ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ ପାଳନ କରାଯାଇଛି । ସିନ୍ଧେକେଲାକୁ...

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 84 ଡଲାର

ନୂଆଦିଲ୍ଲୀ, 2 ମାର୍ଚ୍ଚ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 84 ଡଲାର ହୋଇଥିବା...

 ବାଇଡେନ କହିଲେ- ଗାଜାକୁ ମାନବୀୟ ସହାୟତା ପଠାଇବ ଆମେରିକା

ୱାଶିଂଟନ, 2 ମାର୍ଚ୍ଚ ଛ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଗାଜାରେ ତତ୍କାଳ ମାନବୀୟ ସହାୟତା ସାମଗ୍ରୀ ପଠାଇବ...

ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ

କ୍ୟାପଟେନ ଅଜୟ ସିଂହ ଯାଦବ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ, ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି।ଏହାକୁ...

ବିଜେଡି ସହ ହେବନି ମେଂଟ, ମନମୋହନଙ୍କ ପରେ ପ୍ରଭାରୀ ତୋମର ଦୋହରାଇଲେ

ଭୁବନେଶ୍ୱର, 02 ମାର୍ଚ – ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବିଜେଡି ସହ କୌଣସି ପ୍ରକାର ମେଂଟ ହେବ ନାହିଁ ବୋଲି...

ଦୁଇ ବାଇକ ମୁହାଁମୁହିଁ ଧକ୍କା, 4 ମୃତ

ରାୟପୁର, 2 ମାର୍ଚ୍ଚ : ଛତିଶଗଡର ଜଶପୁର ଜିଲ୍ଲାର ତୁମଲା ଥାନା ଅନ୍ତର୍ଗତ ଗଂଝିୟାଡିହ ଧାନ ମଣ୍ଡି ନିକଟରେ ଦ୍ରୁତଗତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଯୋଗୁ...

ଆଜି ମୁରୈନା ଜିଲ୍ଲାରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ନ୍ୟାୟଯାତ୍ରା

ଭୋପାଳ, 2 ମାର୍ଚ୍ଚ:  କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମୁରୈନା ଜିଲ୍ଲାରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ । ରାଜ୍ୟରେ ଏହି...

ଗୁଲମାର୍ଗ ସହିତ ଉଚ୍ଚ ସ୍ଥାନରେ ବରଫପାତ

ଶ୍ରୀନଗର, 2 ମାର୍ଚ୍ଚ : ଜମ୍ମୁ-କଶ୍ମୀରର ସମତଳ ଅଂଚଳରେ ଲଗାତର ବର୍ଷା ହେଉଛି । ଅନ୍ୟପଟେ ଗୁଲମାର୍ଗ ସହିତ ଅନ୍ୟ ଉଚ୍ଚ ସ୍ଥାନରେ ତାଜା ବରଫପାତ ହେଉଥିବା...

ଛତିଶଗଡର ବିଜାପୁରରେ ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କଲେ ନକ୍ସଲ

ରାୟପୁର, 2 ମାର୍ଚ୍ଚ:  ଛତିଶଗଡର ବିଜାପୁରରେ ନକ୍ସଲମାନେ ବିଜେପି ନେତା ତିରୁପତି କଟଲାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କଟଲାଙ୍କ ହତ୍ୟାରେ...