Month: February 2024

ପୁରୀର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ପୁରୀ ୨୯ଫେବୃଆରୀ -ପୁରୀ ର ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କଟକ ମୁନିଲିପାଲ କର୍ପୋରେସନ...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଓ ୫୦ ହଜାର ଜରିମାନା

କେନ୍ଦ୍ରାପଡ଼ା, ୨୯ ଫେବୃଆରୀ – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ଜଣେ ନାବାଳିକା କୁ ଦୁଷ୍କର୍ମ କରିଥିବା ଆସାମୀ ବାବିନି ମଳିକକୁ ଜିଲ୍ଲା ପୋସ୍କୋ...

ଉତରାଖଣ୍ଡ : ଡେରାଡୁନର ଜୌନସାର ଅଂଚଳରେ କାର୍ ଦୁର୍ଘଟଣାରେ ଛଅଜଣଙ୍କ ମୃତ୍ୟୁ, ଜଣେ ଆହତ

ଡେରାଡୁନ – ଉତରାଖଣ୍ଡର ରାଜଧାନୀ ଡେରାଡୁନର ଜୌନସାର ଅଂଚଳରେ ଥାନା ତ୍ୟୁଣୀ ଅଂଚଳରେ ବୁଧବାର ଏକ ଇଙ୍ଗ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏକ କାର୍...

ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗାଲିରେ , ପୁରୀ-ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗା ଏବଂ ମୁରିବାହାଲ ଠାରେ ରହଣି କରିବ

ଭୁବନେଶ୍ୱର – ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ । ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ...

ବଲାଙ୍ଗୀର-ସମ୍ବଲପୁର ରାସ୍ତାର ରୁଗୁଡିଖାଲ ଛକଠାରେ ଶହଶହ ଚାଷି ଏନଏଚ-୨୬ ଉପରେ ବସି ରାସ୍ତା ଅବରୋଧ

ବଲାଙ୍ଗିର:-ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ସମସ୍ୟାକୁ ସରକାର ଶୁଣୁନାହିଁ । ତେଣୁ ୬ଦଫା ଦାବିନେଇ ଆଜି ଆଗଲପୁର କୃଷକସଂଘର୍ଷ ସମିତି ଜାତୀୟରାଜପଥ-୨୬କୁ ଅବରୋଧ କରିଛି । ବଲାଙ୍ଗୀର-ସମ୍ବଲପୁର ରାସ୍ତାର...

ବିଜ୍ଞାନ କେନ୍ଦ୍ର କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜୟପୁର, ୨୮ ଫେବୃଆରୀ - କୋରାପୁଟ ଜିଲା ଜୟପୁର ଫୁଲବାଡ ପଡିଆ ଠାରେ ଜିଲା ବିଜ୍ଞାନ କେନ୍ଦ୍ର ଆଜି ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ...

କୋଟିଆରେ ନେରିଡ଼ିବାଲସା ଆନ୍ଧ୍ର କଲା ମେଘା ସ୍ୱାସ୍ଥ୍ୟ ଶିବିର

ମାଗଣା ଔଷଧ ବାଂଟିବା ସହିତ ୪୦୦ ଜଣଙ୍କ କଲା ସ୍ୱାସ୍ଥ୍ୟ ପରୀକ୍ଷା ଜୟପୁର, ୨୮ ଫେବୃଆରୀ  - ପୁଣି ଥରେ କୋଟିଆ ରେ ଅନୁପ୍ରବେଶ କରିଛି ଆନ୍ଧ୍ର...

ମୁଖ୍ୟମନ୍ତ୍ରୀଙ୍କ ଭେଟିଲେ ବିଲ୍ ଗେଟ୍ସ

ଭୁବନେଶ୍ୱର, 28 ଫେବୃଆରୀ – ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲକୁ କରିବେ ଗସ୍ତ, ଜିଲା ପ୍ରଶାସନ ତତ୍ପର

ଧର୍ମଶାଳା, ୨୮ ଫେବୃଆରୀ - ମାର୍ଚ୍ଚ ମାସ ୫ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଯାଜପୁର ଜିଲା ବଡଚଣା ନିର୍ବାଚନ...

ଲକ୍ଷ୍ମୀ ବସ୍ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର, 28 ଫେବୃଆରୀ  – ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି...

ମୋଦିଙ୍କ ଗ୍ୟାରେଣ୍ଟି କଂଗ୍ରେସର ସରକାର ଭାଙ୍ଗ : ଜୟରାମ ରମେଶ

ନୂଆଦିଲ୍ଲୀ, 28 ଫେବୃଆରୀ : ଭୁଲ ଭାବେ ହିମାଚଳ ପ୍ରଦେଶରେ ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।...

ମାର୍ଚ୍ଚ ୧ରେ ନବୀନ ନିବାସ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର, 28 ଫେବୃଆରୀ : –ନବୀନ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ସରକାରୀ ଯୋଜନାରେ ୪୦ପ୍ରତିଶତ ପିସି ନିଆଯାଉଛି । ଖଣି ଦୁର୍ନତି, ପାଣି ଦୁର୍ନୀତି,...

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ ଜିଲ୍ଲାପାଳ

ଭୁବନେଶ୍ୱର, 28 ଫେବୃଆରୀ – ଜିଲ୍ଲାପାଳ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ...

ବିଶ୍ୱର ପ୍ରଥମ କ୍ଲୋନଡ୍ ତିବ୍ଦତୀୟ ମେଣ୍ଢା ଚାଇନାରେ ଜନ୍ମ

ବେଜିଂ, 28 ଫେବୃଆରୀ (ଡେଲି ଓଡିଶା) | ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦାବି କରାଯାଇଛି  ଯେ ଦେଶର ବୈଜ୍ଞାନିକମାନେ ଉତ୍ତର-ପଶ୍ଚିମ ଚୀନ୍‌ର କଳିଙ୍ଗ...